ମହିଳା କମିସନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ : ପାରିବାରିକ ବିବାଦ ନେଇ ହୋଇଥିଲେ ଦ୍ୱାରସ୍ଥ

Advertisment
ମହିଳା କମିସନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ : ପାରିବାରିକ ବିବାଦ ନେଇ ହୋଇଥିଲେ ଦ୍ୱାରସ୍ଥ

କନକ ବ୍ୟୁରୋ : ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନି ବର୍ଷା ପିୟଦର୍ଶିନୀ । ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ବି ପୂର୍ବରୁ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ ।

ଗତ କିଛି ଦିନ ହେବ ଷ୍ଟାର କପୁଲଙ୍କ ଭିତରେ ବିବାହକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ଥମିବାର ନାଁ ଧରୁନି । ବିଭିନ୍ନ ସମୟରେ ଭିଡିଓ ପୋଷ୍ଟ କରି ବିବାଦ ଘେରକୁ ଟାଣି ହେଉଛନ୍ତି ଦୁହେଁ । ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଟାର୍ଗେଟ କରି ପୋଷ୍ଟ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe