ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ନିର୍ଯାତନା ଅଭିଯୋଗରେ ଅନୁଭବଙ୍କୁ ଜେରା

Advertisment
ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା: ନିର୍ଯାତନା ଅଭିଯୋଗରେ ଅନୁଭବଙ୍କୁ ଜେରା

କନକ ବ୍ୟୁରୋ: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ନିର୍ଯାତନା ଅଭିଯୋଗରେ ଅନୁଭବଙ୍କୁ ଜେରା କରାଯାଇଛି । ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି । ପୁରୀଘାଟ ଥାନାରେ ହୋଇଥିଲା ଅଭିଯୋଗ । ଦୁଇ ସହଯୋଗୀଙ୍କ ନାଁରେ ବି ହୋଇଥିଲା ଅଭିଯୋଗ । ଦୀର୍ଘ ଦିନ ଧରି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଲାଗି ରହିଥିଲା । ତେବେ ନିକଟରେ ଅନୁଭବ-ବର୍ଷା ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ । ହେଲେ ଏହାପରେ ବି ବର୍ଷାଙ୍କ ଅଭିଯୋଗ କ୍ରମେ ଏହି ବିବାଦ ଏବେ ବି ଲାଗି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe