ଆସୁଛି ଓଲିଉଡର ମୋଷ୍ଟ ପପୁଲାର ଅନୁଭବ ମହାନ୍ତିଙ୍କ ନୂଆ ମୁଭି ‘ଯୁବରାଜ୍’ । ମୁଭିରେ ଅନୁଭବଙ୍କ ଅପୋଜିଟରେ ପୁଣି ନଜର ଆସିବେ ବଙ୍ଗୀୟ ସୁନ୍ଦରୀ ଝିଲିକ୍ । ଏହା ପୂର୍ବରୁ ଏହି ଦୁଇ ଯୋଡି ଫିଲ୍ମ ଅଗସ୍ତ୍ୟରେ ମଧ୍ୟ ସ୍କ୍ରିନ୍ ସେୟାର କରିଥିଲେ । ଆଉ ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ବିଜୟ କାନ୍ଦୋଇଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମର ମ୍ୟୁଜିକ କମ୍ପୋଜ କରିଛନ୍ତି ପ୍ରେମାନନ୍ଦ । ତେବେ ମୂରଲୀକ୍ରିଷ୍ଣାଙ୍କ ନିର୍ଦେଶିତ ଏହି ମୁଭି ଆଗାମୀ ଦଶହରାରେ ରିଲିଜ ହେବ ।
ଆସୁଛି ଅନୁଭବଙ୍କ ନୂଆ ମୁଭି ‘ଯୁବରାଜ୍’
/kanak/media/post_attachments/wp-content/uploads/2016/07/Anubhav-Mohanty.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)