ଅନୁଭବ-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା । ଆଜି ପୁଣି ପାରିବାରିକ ଅଦାଲତରେ ହାଜର ହେଲେ ଅନୁଭବ, ହେଲେ ଆସିଲେ ନାହିଁ ବର୍ଷା

210

କନକ ବ୍ୟୁରୋ: ବର୍ଷା ଅନୁଭବ ବିବାହ ବିଛେଦ ମାମଲାରେ ଆଜି ପାରିବାରିକ ଅଦାଲତରେ ପୁଣି ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । ହେଲେ ଆଜି ଶୁଣାଣି ବେଳେ ହାଜର ହୋଇ ନାହାନ୍ତି ବର୍ଷା ପ୍ରିୟଦର୍ଶିନୀ । ଅଗଷ୍ଟ ୧୦ରେ ମାମଲାର ପରବର୍ତୀ ଶୁଣାଣି ହେବ । ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି । ପାରିବାରିକ ଅଦାଲତରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ ।