ଓଲିଉଡ ସୁପରଷ୍ଟାର ଅନୁଭବ ନିଜର ସୋସିଆଲ ସାଇଟରେ ଜାରି କରିଛନ୍ତି ଆଗାମୀ ଫିଲ୍ମ ବେବିରେ ନିଜର ଫାଷ୍ଟ ଲୁକ୍। ଏହାକୁ ଫ୍ୟାନମାନେ ଖୁବ୍ ଲାଇକ୍ କରିଛନ୍ତି ସୋସିଆଲ ସାଇଟରେ।
ଜୋରସୋରରେ ଆଗେଇ ଚାଲିଛି ଓଡିଆ ଫିଲ୍ମ ବେବିର ସୁଟିଂ। ପୂଜାରେ ପରଦାକୁ ଆସିବ ଏହି ଫିଲ୍ମ। ଏଥିରେ ଅନୁଭବଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିବେ ଚୁଲବୁଲି ନାୟିକା ଝିଲିକ୍। ଏହି ଫିଲ୍ମକୁ ଦର୍ଶକ ଅପେକ୍ଷା କରିଥିବା ବେଳେ , ଫିଲ୍ମ ବେବିରେ ଅନୁଭବଙ୍କ ଏହି ଫାଷ୍ଟଲୁକକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଛାଇ ଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/13962521_1031518333610961_5573337916829056340_n.jpg)