କଟକରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଗୁରୁତର 

Advertisment
କଟକରେ ଏନକାଉଂଟର : ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ୍ ବାବୁ ଗୁରୁତର 

କନକ ବ୍ୟୁରୋ : କଟକରେ ଏନକାଉଂଟର କରିଛି କମିସନରେଟ୍ ପୁଲିସ । ପୁଲିସ ଗୁଳିରେ ଶେଖ୍ ବାବୁ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହୋଇଛି । ବାବୁ, ବଡ଼ ଅପରାଧ ଘଟାଇବା ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । କଟକ ଦରଘାବଜାର ପୁଲିସ ସହ ସ୍ପେଶାଲ୍ ସ୍କ୍ୱାର୍ଡ ବାବୁ କୁ ପିଛା କରି ଏନକାଉଂଟର କରିଥିଲା । ବାବୁ ନାଁରେ ୨୧ ରୁ ଅଧିକ ଅପରାଧିକ  ମାମଲା ରହିଛି । ତା’ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଛି । ଏନକାଉଂଟର ବେଳେ ଦୁଇ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe