କନକ ବ୍ୟୁରୋ: କେନ୍ଦ୍ର ସରକାର ଜାରି କଲେ ପରୀକ୍ଷା ଆଇନ୍, ୨୦୨୪ ଅଧିସୂଚନା ଆଇନ୍ । ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାର ପ୍ରଶ୍ନପତ୍ର ଲିକକୁ ରୋକିବାକୁ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍ । ଏହାକୁ ସଂସଦରେ ପେବୃଆରୀଠାରୁ ପାରିତ କରାଯାଇଥିବାବେଳେ ଏବେ ଲାଗୁ କରାଗଲା । ଜାଣନ୍ତୁ ସମ୍ୟକରେ ଏହି ଆଇନ ବିଷୟରେ ।
ଦେଶରେ ଲାଗୁ ହେଲା ଆଣ୍ଟି ପେପର ଲିକ୍ ଆଇନ୍
କୌଣସି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ କଲେ ୫ ବର୍ଷ ଜେଲ ଦଣ୍ଡ
ପ୍ରଶ୍ନପତ୍ର ଲିକ୍ ଓ ନକଲ କଲେ କଠୋର କାର୍ଯ୍ୟାନୁଷ୍ଠାନ
୧୦ ବର୍ଷ ଯାଏଁ ଜେଲ ଦଣ୍ଡ ମିଳିପାରେ
ଦେବାକୁ ପଡିବ ୧ କୋଟି ଟଙ୍କା ଲେଖାଏଁ ଜରିମାନା
ଦୋଷୀ ସାବ୍ୟସ୍ତ ବ୍ୟକ୍ତିକୁ ସର୍ବନିମ୍ନ ୩ ବର୍ଷ ଜେଲ ଦଣ୍ଡ ହୋଇପାରେ
ଏହି ଆଇନ ଅନୁସାରେ ସମସ୍ତ ଅପରାଧୀଙ୍କୁ ଜାମିନ ମିଳିବା କଷ୍ଟକର ହେବ । ଦୋଷ ଅନୁସାରେ ଦଣ୍ଡ ବିଧାନ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/33-12.jpg)