ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ

Advertisment
ନୂଆପଡ଼ାରେ ପୁଣି ବାଘ ଆତଙ୍କ: କୋଦୋପାଲି ଗାଁରେ ଆଉଏକ ବାଘ ବୁଲୁଥିବା ନେଇ ଭୟଭୀତ ସ୍ଥାନୀୟ ଲୋକେ

କନକ ବ୍ୟୁରୋ: ନୂଆପଡ଼ାରେ ପୁଣି ବାଘ ଆତଙ୍କ । ଆଉଏକ ବାଘ ସଦର ରେଞ୍ଜ ଧରମବନ୍ଧା ସେକ୍ସନ କୋଦୋପାଲି ଗାଁରେ ଆତଙ୍କ ଖେଳାଇ ଦେଇଛି । ବାଘଟିକୁ ଗାଁ ଭିତରେ ବୁଲୁଥିବାର ଦେଖିବାକୁ ପାଇଥିଲେ ଗାଁ ଲୋକେ । ପୁଣିଏକ ବାଘକୁ ଦେଖି ଖୁବ୍ ଭୟଭୀତ ହୋଇପଡ଼ିଛନ୍ତି ଗାଁ ଲୋକେ । ଗତ ୫ରୁ ୬ ଦିନ ଧରି ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ ବନବିଭାଗ କାବୁ କରିଥିଲା । ତେବେ ଆଜି ଆଉଏକ ବାଘ ଦେଖି ସ୍ଥାନୀୟ ଲୋକେ ପୁଣି ଆତଙ୍କିତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe