ପଶ୍ଚିମ ଓଡ଼ିଶାରେ ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ: ପାଟଣାଗଡ଼ରେ ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ

Advertisment
ପଶ୍ଚିମ ଓଡ଼ିଶାରେ ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ: ପାଟଣାଗଡ଼ରେ ମାଇଁ ସୁଇଟ୍ ହାଉସ୍ ୱାଇଫର ପୋଷ୍ଟର ଚିରିଲେ କୋଶଳ ମୁକ୍ତିମୋର୍ଚ୍ଚା ସଦସ୍ୟ

କନକ ବ୍ୟୁରୋ: ପୁଣି ଓଡ଼ିଆ ଫିଲ୍ମକୁ ବିରୋଧ । ବଲାଙ୍ଗୀର କଂଟାବାଂଜି ଆଲିସାନ ସିନେମା ହଲ ଆଗରେ ଫିଲ୍ମର ପୋଷ୍ଟର ଚିରିଲେ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ସିନେମା ହଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଫିଲ୍ମକୁ ବନ୍ଦ କରିବାକୁ ହଲ କର୍ତୃପକ୍ଷଙ୍କୁ ଦାବି କରିଛି କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ଦୁଇ ଦିନ ତଳେ ଝାରସୁଗୁଡାରେ ଫିଲ୍ମ ପ୍ରଥା ଏବଂ ମାଲ୍ୟଗିିରିକୁ ବିରୋଧ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe