କନକ ବ୍ୟୁରୋ: ଠାବ ହୋଇଛି ଷଷ୍ଠ ମହାସାଗର । ଅନ୍ୟ ମହାସାଗର ପରି ଏହା କିନ୍ତୁ ପୃଥିବୀ ପୃଷ୍ଠରେ ନାହିଁ । ପୃଥିବୀର ଆଭ୍ୟନ୍ତରରେ ରହିଛି । ପୃଥିବୀର କେନ୍ଦ୍ର ଓ ଭୂପୃଷ୍ଠ ମଧ୍ୟରେ ଏହି ମହାସାଗର ରହିଛି । ଏଥିରେ ବିପୁଳ ପରିମାଣର ଜଳରାଶି ଥିବା ଜଣାପଡିଛି ।

Advertisment

ଏହି ମହାସାଗର ପୃଥିବୀର ବାହାର ପ୍ରସ୍ଥ ଓ କେନ୍ଦ୍ରଂଚଳ ମଝିରେ ଥିବା ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଦାବି କରିଛନ୍ତି । ବିରଳ ହୀରାର ଅନୁସନ୍ଧାନରେ ବାହାରି ଥିବା ବିଶେଷଜ୍ଞ ଦଳ ଟ୍ରାଂଜିସନ୍ ଜୋନରେ ପ୍ରଚୁଳ ଜଳର ପ୍ଧବକ୍ତନ୍ତି ।