କନକ ବ୍ୟୁରୋ : ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ଭିତରେ ୨ ବଳୟ ମିଶିବା ସମ୍ଭାବନା । ଏହା ପ୍ରଭାବ ଉପରେ ଆଇଏମଡିର ନଜର ରହିଛି । ସେପଟେ ଆସନ୍ତାକାଲି ଲଘୁଚାପ ଅବପାତ ଏବଂ ୨୪ ତାରିଖରେ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us