ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: ଜାଣନ୍ତୁ କେଉଁଠୁ କିଏ ହେଲା ପ୍ରାର୍ଥୀ

336

କନକ ବ୍ୟୁରୋ: ଆସିଲା କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା । ୧୬ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ତେବେ ସବୁଠାରୁ ବଡ କଥା ହେଉଛି ନିମାପଡାରୁ ସୁରରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଏହି ଘୋଷଣା ସହ ମୋଟ ୧୯ ଲୋକସଭା ଓ ୧୩୮ ମୋଟ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି ।

ଲୋକସଭା
ସମ୍ବଲପୁର – ଦୁଲାଲ ଚନ୍ଦ୍ର ପ୍ରଧାନ
କେନ୍ଦୁଝର – ବିନୋଦ ବିହାରୀ ନାୟକ
ଆସ୍କା – ଦେବୋକାନ୍ତ ଶର୍ମା

ବିଧାନସଭା
ଝାରସୁଗୁଡା – ଅମିତା ବିଶ୍ୱାଳ
ବଡସାହି – କ୍ଷୀରୋଦ ଚନ୍ଦ୍ର ପାତ୍ର
ସୁକିନ୍ଦା – ବିଭୁ ଭୂଷଣ ରାଉତ
କଣ୍ଟାମାଳ – ଶରତ କୁମାର ପ୍ରଧାନ
କେନ୍ଦ୍ରାପଡା – ସିପ୍ରା ମଲ୍ଲିକ
ରାଜନଗର – ଅଶୋକ ପ୍ରତିହାରୀ
ମହାକାଳପଡା – ଲୋକନାଥ ମହାରଥୀ
ନିମାପଡା – ସିଦ୍ଧାର୍ଥ ରାଉତରାୟ
ପିପିଲି – ଜ୍ଞାନ ରଞ୍ଜନ ପଟ୍ଟନାୟକ
ଜୟଦେବ – କୃଷ୍ଣ ସଗରିଆ
ଖୋର୍ଦ୍ଧା – ସୋନାଲୀ ସାହୁ
ଚିଲିକା – ପ୍ରଦୀପ କୁମାର ସ୍ୱାଇଁ
ଖଣ୍ଡପଡା – ମନୋଜ କୁମାର ପ୍ରଧାନ
ଦଶପଲ୍ଲା – ନକୁଳ ନାୟକ
କବିସୂର୍ଯ୍ୟ ନଗର – ସଞ୍ଜୟ କୁମାର ମଣ୍ଡଳ
ଗୋପାଳପୁର – ଶ୍ୟାମ ସୁନ୍ଦରଘର ସାହୁ