କନକ ବ୍ୟୁରୋ : ଏସସିବିରେ ବଢିଲା ଆଉ ଶହେ ବେଡ୍ । ବଢୁଥିବା ଆହତଙ୍କ ସଂଖ୍ୟା ଦେଖି ତ୍ୱରିତ ପଦକ୍ଷେପ ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସସିବିର ଜରୁରୀକାଳୀନ ଅଧିକାରୀ ।
ତେବେ ଦୁର୍ଘଟଣାକୁ ଦେଖି ପ୍ରଥମ ପର୍ଯ୍ୟାୟରେ ଶହେ ବେଡର ବ୍ୟବସ୍ଥା କରାଯାଇଥିଲା । ସମୟ ଗଡିବା ସହ ଆହତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆହୁରି ଶହେ ବେଡ୍ ବୃଦ୍ଧି କରାଯାଇଛି ।
ମିଳିଥିବା ତାଜା ସୂଚନା ଅନୁସାରେ, ବର୍ତ୍ତମାନ ଏସସିବିରୁ ୬ଜଣ ଆହତଙ୍କୁ ଡିସଚାର୍ଜ କରାଯାଇଛି । ଏବେ ବି ଏସସିବିରେ ୧୭୭ଜଣଙ୍କ ଚିକିତ୍ସା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/60.jpg)