ରାଜ୍ୟରେ ପୁଣି କୋଭିଡ୍ ଟିକାକରଣ । ୧୯ରୁ ଟିକା ନେଇପାରିବେ ଲୋକେ । 

ରାଜ୍ୟରେ ପୁଣି କୋଭିଡ୍ ଟିକାକରଣ । ୧୯ରୁ ଟିକା ନେଇପାରିବେ ଲୋକେ । 

କନକ ବ୍ୟୁରୋ: ୧୯ରୁ ପୁଣି ଦିଆଯିବ କରୋନା ଟିକା । ରାଜ୍ୟରେ ଆସନ୍ତା ୧୯ରୁ ପୁଣି ଦିଆଯିବ କୋଭିଡ୍ ଟିକା । କୋଭିଡ୍ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସିଲ୍ଡ । ୨ୟ ଓ ପ୍ରିକସନ ଡୋଜ ସମୟ ହୋଇଥିଲେ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ ଟିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe