Another 2503 #COVID19 patients have recovered and are being discharged on 28.08.2020
369 from Khordha
281 from Cuttack
204 from Ganjam
180 from Rayagada
149 from Sambalpur
135 from Nayagarh
132 from Baleswar
107 from Mayurbhanj
102 from Puri
95 from Koraput
71 from Jharsuguda— H & FW Dept Odisha (@HFWOdisha) August 28, 2020
ସେହିପରି କୋରାପୁଟ ଜିଲ୍ଲାରୁ ୯୫ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୭୧ ଜଣ, ଭଦ୍ରକ , ବରଗଡ଼, ବୌଦ୍ଧ ଜିଲ୍ଲାରୁ ୭୦ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୬୭ ଜଣ, କନ୍ଧମାଳ ଜିଲ୍ଲାରୁ ୫୨ ଜଣ, ଗଜପତି ଜିଲ୍ଲାରୁ ୪୮ ଜଣ, ନବରଂଗପୁର ଜିଲ୍ଲାରୁ ୪୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୬ ଜଣ, ଯାଜପୁର ଜିଲ୍ଲାରୁ ୩୩ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୨୬ ଜଣ, କେନ୍ଦୁଝର ଜିଲ୍ଲାରୁ ୨୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୯ ଜଣ, ଜଗତସିଂହପୁର, ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ନୂଆପଡ଼ା ଜିଲ୍ଲାରୁ ୭ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଆକାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୬୭ ହଜାର ୮୨୬ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।