ଓଡିଶା ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୮ କରୋନା ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ସୁସ୍ଥ । ୧୮୯୪ରେ ପହଞ୍ଚିଲା ମୋଟ ସୁସ୍ଥଙ୍କ ସଂଖ୍ୟା

2,150

କନକ ବ୍ୟୁରୋ: ଓଡିଶା ପାଇଁ ଖୁସି ଖବର । ସୁସ୍ଥ ହେଲେ ୧୭୮ ଆକ୍ରାନ୍ତ । ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୧୭୮ ଜଣ କରୋନା ଆକ୍ରାନ୍ତ । ମୋଟ ସୁସ୍ଥ ସଂଖ୍ୟା ୧୮୯୪ରେ ପହଚିଂଛି ।

ତେବେ ନୂଆ ୧୭୮ ସୁସ୍ଥଙ୍କ ମଧ୍ୟରେ ୩୯ ଜଣ ଖୋର୍ଦ୍ଧାର, ୨୩ ଜଣ ଗଜପତିର , ୨୨ ଜଣ ନୂଆପଡାର , ୧୭ ଜଣ ଭଦ୍ରକର, ୧୫ ଜଣ ନୟାଗଡର, ୧୪ ଜଣ ଗଂଜାମର, ୧୦ ଜଣ କେନ୍ଦ୍ରାପଡାର, ୯ ଜଣ ଢେଙ୍କାନାଳର ଅଛନ୍ତି ।

ସେହିପରି କନ୍ଧମାଳରୁ ୯ ଜଣ, ସୁନ୍ଦରଗଡରୁ ୬ ଜଣ ଓ ବାଲଶ୍ୱରରୁ ୪ ଜଣ ସୁସ୍ଥ ହୋଇଛନ୍ତି ।
ସେହିପରି ବଲାଙ୍ଗୀର, କଟକ ଓ ମାଲକାନଗିରିର ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ଜ୍ଝ ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ରହିଛନ୍ତି ଜ୍ଝ