କନକ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନୁଗୁଳ ଜିଲ୍ଲାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଶହେ ଉପରୁ ରହୁଛି । ହେଲେ ଜିଲ୍ଲାରେ ଥିବା ଶିଳ୍ପ ସଂସ୍ଥା ଗୁଡ଼ିକରେ କଟକଣା ଉପରେ ବିଶେଷ ଧ୍ୟାନ ଦିଆଯାଉ ନାହିଁ । ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା କର୍ମଚାରୀଙ୍କ ସଠିକ ଭାବରେ ଟେଷ୍ଟ କିମ୍ବା ଥର୍ମାଲ ସ୍କ୍ରିନିଂ ସଠିକ ଭାବରେ କରାଯାଉନଥିବା ଅଭିଯୋଗ ହୋଇଛି । ପ୍ରତିଦିନ ଶିଳ୍ପ ସଂସ୍ଥାଗୁଡ଼ିକରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us