ଅନୁଗୁଳ ଜିଲ୍ଲାରେ ଅଘଟଣ : ଶୋଇଥିବା ବେଳେ ଜଳିଗଲେ ବୃଦ୍ଧା

ଅନୁଗୁଳ ଜିଲ୍ଲାରେ ଅଘଟଣ : ଶୋଇଥିବା ବେଳେ ଜଳିଗଲେ ବୃଦ୍ଧା

ଅନୁଗୁଳ : ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜାଳିଥିବା ନିଆଁରେ ଜଳିଗଲେ ବୃଦ୍ଧା । ଏଭଳି ଏକ ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲାରେ । ଶୋଇଥିବା ବେଳେ ଜଳିଗରେ ବୁଧେଇ ସାହୁ ।

କିଶୋନଗର ଥାନା ଭାଙ୍ଗମୁଣ୍ଡା ଗାଁର ବୁଧେଇ ସାହୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ଖଟ ତଳେ ନିଆଁ ଜଳାଇ ଶୋଇଥିଲେ । ତେବେ ଗତକାଲି ରାତିରେ ସେ ସେହି ନିଆଁରୁ ଅଗ୍ନିକାଣ୍ଡ ଘଟି ତାଙ୍କର ମୃତ୍ୟୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe