ଅନୁଗୁଳ : ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜାଳିଥିବା ନିଆଁରେ ଜଳିଗଲେ ବୃଦ୍ଧା । ଏଭଳି ଏକ ଅଘଟଣ ଘଟିଛି ଅନୁଗୁଳ ଜିଲ୍ଲାରେ । ଶୋଇଥିବା ବେଳେ ଜଳିଗରେ ବୁଧେଇ ସାହୁ ।
କିଶୋନଗର ଥାନା ଭାଙ୍ଗମୁଣ୍ଡା ଗାଁର ବୁଧେଇ ସାହୁ ଶୀତଦାଉରୁ ରକ୍ଷା ପାଇବା ପାଇଁ ଖଟ ତଳେ ନିଆଁ ଜଳାଇ ଶୋଇଥିଲେ । ତେବେ ଗତକାଲି ରାତିରେ ସେ ସେହି ନିଆଁରୁ ଅଗ୍ନିକାଣ୍ଡ ଘଟି ତାଙ୍କର ମୃତ୍ୟୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/11/vlcsnap-2016-11-26-10h12m47s267.png)