ପାଲଲହଡା ଖମାର ରେଂଜ ଅନ୍ତର୍ଗତ ରଂଜା ଗାଁରେ ଅଘଟଣ ! ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

29

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ପାଲଲହଡା ଖମାର ରେଂଜ ଅନ୍ତର୍ଗତ ରଂଜା ଗାଁରେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ମାଇ ହାତୀର ମୃତ୍ୟୁ । ଭଦ୍ରମୁଣ୍ଡା ସାହି ନିକଟରେ ୧୧ କେଭି ବିଦ୍ୟୁତ ତାର ସଂଶର୍ସ୍ପରେ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତମାନ ଘଟଣାସ୍ଥଳରେ ବିନବିଭାଗ ଟିମ ପହଂଚିଛି । କିଭଳି ହାତୀଟି ବିଦ୍ୟୁତ ସଂସ୍ପର୍ଶରେ ଆସିଲା ତାର ଛାନଭିନ୍ ଜାରି ରହିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-