କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍ ଅଟାଶପୁର ଗ୍ରାମରେ ଥିବା ଅଙ୍ଗନୱାଡି କର୍ମୀଙ୍କୁ ମାଡ । ଅର୍ଥ ହେରଫେର ଅଭିଯୋଗରେ ସେହି ଗ୍ରାମର କେତେକ ମହିଳା କର୍ମୀ ଜଣଙ୍କୁ ଗୋଡେଇ ଗୋଡେଇ ମାଡ ମାରିଛନ୍ତି । ସୂଚନା ଅନୁଯାୟୀ ଗ୍ରାମର କେତେକ ମହିଳା ଆଜି ତାଙ୍କୁ ଅଙ୍ଗନୱାଡିର ରିଜୋଲ୍ୟୁସନ ମାଗିଥିଲେ ।
ବାଲେଶ୍ୱର ଜିଲ୍ଳା ବହାନଗା ବ୍ଲକ୍ ଅଟାଶପୁର ଗାଁରେ ଅଭାବନୀୟ ଘଟଣା : ଗାଁ ଦାଣ୍ଡରେ ଅଙ୍ଗନୱାଡି କର୍ମୀଙ୍କୁ ମାଡ
/kanak/media/post_attachments/wp-content/uploads/2018/04/dalits-beaten-up-lead_730x419.jpg)