କନକ ବ୍ୟୁରୋ: ଦୀପାବଳି ପାଇଁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଭିନ୍ନ ସ୍ଥାନରେ ବାଣ ଦୋକାନର ପ୍ରବଳ ଭିଡ ଦେଖିବାକୁ ମିଳିଛି । ତେବେ ଆନ୍ଧ୍ରପ୍ରଦେଶରେ ବାଣ ବିସ୍ଫୋରଣର ଖବର ସାମ୍ନାକୁ ଆସିଛି । ବିଜୟୱାଡାରେ ବାଣ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ବାଣ ଦୋକାନରେ ନିଆଁ ଲାଗିଯାଇଛି । ରବିବାର ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ସେପଟେ ଏଭଳି ଘଟଣାକୁ ଆଖିରେ ରଖି ଅଗ୍ନିଶମ ବିଭାଗ ସଜାଗ ହୋଇଛି । ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଚିତ୍ତିରରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି ।
ଆନ୍ଧ୍ରପ୍ରଦେଶରେ ଦୀପାବଳି ପୂର୍ବରୁ ଅଗ୍ନିକାଣ୍ଡ। ଜଳିଗଳା ବାଣ ଦୋକାନ।
/kanak/media/post_attachments/wp-content/uploads/2022/10/FfucexLaMAEPd08.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)