କନକ ବ୍ୟୁରୋ : କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । କୋଟିଆ ସମେତ ବାଙ୍ଗାରୁଗୁଡ଼ିରେ ପୋଲିଓ ଟିକା ବଣ୍ଟନ କରିଛି ଆନ୍ଧ୍ର । ଓଡ଼ିଶା ସ୍ୱାସ୍ଥ୍ୟ ଟିମ୍ ପହଂଚିବା ପୂର୍ବରୁ ଆନ୍ଧ୍ର ଟିକା ଦେଇ ସାରିଥିବାରୁ ଓଡ଼ିଶା ଟିମ୍ ନିରାଶ ହୋଇ ଫେରିଛନ୍ତି ।
ସପ୍ତାହକ ମଧ୍ୟରେ କୋଟିଆରେ ଆନ୍ଧ୍ର ତିନି ଥର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରିଛି । ପୂର୍ବରୁ ନାରେଡିବାଲସାରେ ଡେପୁଟି ଏସପିଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା ଆନ୍ଧ୍ର । ଏବେ ପୋଲିଓ ଟିକା ବଣ୍ଟନ କରିବା ସହ ପାର୍ବତୀପୁରମ୍ ଏସପି ବିକ୍ରାନ୍ତ ପାଟିଲ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି । .
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/14-3.jpg)