କୋଟିଆରେ ପଶିଲା ଆନ୍ଧ୍ର, ବାଣ୍ଟିଲା ଜଗନ ସୁରକ୍ଷା ଯୋଜନା

କୋଟିଆରେ ପଶିଲା ଆନ୍ଧ୍ର, ବାଣ୍ଟିଲା ଜଗନ ସୁରକ୍ଷା ଯୋଜନା

କନକ ବ୍ୟୁରୋ: ପୁଣି କୋଟିଆରେ ପଶିଲା ଆନ୍ଧ୍ର । କୋଟିଆର ୪ଟି ଗାଁରେ ଲୋକଙ୍କୁ କଲା ଏକତ୍ରିତ କଲା ସ୍ଥାନୀୟ ପ୍ରଶାସନ । ଗଞ୍ଜେଇପଦର, ସେମ୍ବି, କୋଟିଆ, ନେରିଡିୱାଲ୍ସା ଗାଁର ଲୋକଙ୍କୁ ଏକାଠି କରି ବାଣ୍ଟିଲା ଜଗନ ସୁରକ୍ଷା ଯୋଜନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe