ମହାନଦୀ ପଠାରେ ପୁରାତନ ପୋଥି । ଲେଖା ହୋଇଛି ରାମାୟଣ, ମହାଭାରତ ଓ ଭାଗବତ କଥା...

Advertisment
ମହାନଦୀ ପଠାରେ ପୁରାତନ ପୋଥି । ଲେଖା ହୋଇଛି ରାମାୟଣ, ମହାଭାରତ ଓ ଭାଗବତ କଥା...

କନକ ବ୍ୟୁରୋ: ବାଙ୍କୀ ନିକଟସ୍ଥ ମହାନଦୀ ଅବବାହିକାରୁ ମିଳିଛି ପୁରାତନ ପୋଥିର ସନ୍ଧାନ । ନଦୀ ଗର୍ଭରୁ କିଛି ପୁରାତନ ପୋଥି ମିଳିଥିବା ବେଳେ ସେଥିରେ ରହିଛି ରାମାୟଣ, ମହାଭାରତ ଓ ଭାଗବତ ଗ୍ରନ୍ଥର ରଚନା ।

ତେବେ ଏହି ପୋଥି ପ୍ରାୟ ଦେଢ଼ଶହ ବର୍ଷ ତଳର ହୋଇଥିବା ଅନୁମାନ କରାଯାଉଥିବା ବେଳେ ଏହାକୁ କେହି ବିସର୍ଜନ କରିଦେଇଥିବା କହିଛନ୍ତି ଐତିହ୍ୟ ବିଶେଷଜ୍ଞ । କଟକର ଏକ ଟିମ ମହାନଦୀ ପଠାକୁ ଯାଇ ଏହି ପୁରାତନ ପୋଥି ସଂଗ୍ରହ କରିବା ସହିତ ଗବେଷଣା ଆରମ୍ଭ କରଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe