କନକ ନ୍ୟୁଜ୍ ଓ ସମ୍ବାଦର ସ୍ୱତନ୍ତ୍ର ମହିଳା ସମାବେଶ- ଅନନ୍ୟା ! ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ଅବଦାନ ନେଇ ଆଲୋଚନା

Advertisment
କନକ ନ୍ୟୁଜ୍ ଓ ସମ୍ବାଦର ସ୍ୱତନ୍ତ୍ର ମହିଳା ସମାବେଶ- ଅନନ୍ୟା ! ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ଅବଦାନ ନେଇ ଆଲୋଚନା

କନକ ବ୍ୟୁରୋ : କନକ ନ୍ୟୁଜ୍ ଓ ସମ୍ବାଦ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ମହିଳା ସମାବେଶ - ଅନନ୍ୟା । ଆଜିର ସମାଜରେ ନାରୀ, ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ଓ ସାମଗ୍ରିକ ଭାବରେ ନାରୀଶକ୍ତିକୁ ସମ୍ମାନ ଜଣେଇବା ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଏଥିରେ ସ୍ଥାନୀତ ବିଭିନ୍ନ ଅଧିବେଶନ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe