କନକ ବ୍ୟୁରୋ : କନକ ନ୍ୟୁଜ୍ ଓ ସମ୍ବାଦ ପକ୍ଷରୁ ନିକଟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ମହିଳା ସମାବେଶ - ଅନନ୍ୟା । ଆଜିର ସମାଜରେ ନାରୀ, ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ଓ ସାମଗ୍ରିକ ଭାବରେ ନାରୀଶକ୍ତିକୁ ସମ୍ମାନ ଜଣେଇବା ଉଦ୍ଦେଶ୍ୟ ରଖି ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା । ଏଥିରେ ସ୍ଥାନୀତ ବିଭିନ୍ନ ଅଧିବେଶନ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ-
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-25-07h44m46s104.png)