ଅନନ୍ତନାଗ ଲୋକସଭା ଆସନରେ ମେହେବୁବା ମୁଫତିଙ୍କୁ ଲିଗାପାରେ ଶକ୍ତ ଝଟକା । ତୃତୀୟ ନମ୍ବରକୁ ଖସିଲା ପିଡିପି

Advertisment
ଅନନ୍ତନାଗ ଲୋକସଭା ଆସନରେ ମେହେବୁବା ମୁଫତିଙ୍କୁ ଲିଗାପାରେ ଶକ୍ତ ଝଟକା ।  ତୃତୀୟ ନମ୍ବରକୁ ଖସିଲା ପିଡିପି

countercurrents.org

କନକ ବ୍ୟୁରୋ: ଅନନ୍ତନାଗରେ ମେହେବୁବା ମୁଫତିଙ୍କୁ ଲାଗିପାରେ ଝଟକା । ଜାମ୍ମୁ-କାଶ୍ମୀର ଅନନ୍ତନାଗ ଲୋକସଭା ଆସନରେ ଭୋଟ ଗଣତି ଜାରି ରହିଥିବା ବେଳେ ଦେଖିବାକୁ ମିଳିଛି କଡା ଟକ୍କର । ଟ୍ରେଣ୍ଟି ରିପୋର୍ଟ ଅନୁଯାଇ ତୃତୀୟ ନମ୍ବରକୁ ଖସିଛନ୍ତି ମେହବୁବା ମୁଫତି । ଅନନ୍ତନାଗ ଲୋକସଭା ଆସନରେ ଏନସିରୁ ହସନୈନ ମସୁଦୀ, କଂଗ୍ରେସରୁ ଗୁଲାମ ଅହମ୍ମଦ ମୀର ଲଢୁଥିବା ବେଳେ ପିଡିପିରୁ ମେହେବୁବା ମୁଫତି ମୈଦାରେ ରହିଛନ୍ତି । ଏଠାରେ କଡା ସୁରକ୍ଷା ବଳୟ ମଧ୍ୟରେ ହେଉଛି ଭୋଟ ଗଣତି । ଆଉ କିଛି ସମୟ ମଧ୍ୟରେ ସ୍ପଷ୍ଟ ହେବ ଅନନ୍ତନାଗରେ କିଏ ମାରିବ ବାଜି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe