ଅନନ୍ତ-ରାଧିକାଙ୍କ ସଙ୍ଗୀତ ସେରିମନି: ଉତ୍ସବରେ ନାଚିଲା ପୂରା ଅମ୍ବାନି ପରିବାର, ଜୁଲାଇ ୧୨ରେ ବିବାହ ।

ଅନନ୍ତ-ରାଧିକାଙ୍କ ସଙ୍ଗୀତ ସେରିମନି: ଉତ୍ସବରେ ନାଚିଲା ପୂରା ଅମ୍ବାନି ପରିବାର, ଜୁଲାଇ ୧୨ରେ ବିବାହ ।

କନକ ବ୍ୟୁରୋ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ସଙ୍ଗୀତ ସେରିମନି। ଗତକାଲି ରାତିରେ ହୋଇଥିବା ଏହି ଉତ୍ସବରେ ନାଚିଲା ପୂରା ଅମ୍ବାନୀ ପରିବାର। ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସହ ପୂରା ପରିବାରର ଡ୍ୟାନ୍ସ ଦେଖିବାକୁ ମିଳିଛି। ମୁକେଶ ଅମ୍ବାନୀଙ୍କ ଦୁଇ ପୁଅ ଓ ଦୁଇ ବୋହୂଙ୍କ ସମେତ ଝିଅ ଓ ଜ୍ବାଇଁ ମଧ୍ୟ ନାଚିଛନ୍ତି। ଆସନ୍ତା ୧୨ ତାରିଖରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଗତକାଲି ସଙ୍ଗୀତ ସେରିମନି ଅନୁଷ୍ଠିତ ହୋଇଛି। ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସମେତ କ୍ରିକେଟ ତାରକା ମଧ୍ୟ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe