ଆନନ୍ଦପୁରରେ ଭୁଶୁଡିଲା ନିର୍ମାଣଧିନ ପୋଲ ! ଅଳ୍ପକେ ବର୍ତିଲେ ୫ ଶ୍ରମିକ

Advertisment
ଆନନ୍ଦପୁରରେ ଭୁଶୁଡିଲା ନିର୍ମାଣଧିନ ପୋଲ ! ଅଳ୍ପକେ ବର୍ତିଲେ ୫ ଶ୍ରମିକ

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପରେ ଭୁଶୁଡିଲା ନିର୍ମାଣଧିନ ପୋଲ । ବ୍ୟାରେଜ ପ୍ରକଳ୍ପର ବାମପାର୍ଶ୍ୱ ପୁରୁଣା ଘାଟି ଠାରେ ନିର୍ମାଣଧିନ ପୋଲ ଭୁଶୁଡି ପଡିଥିବା ବେଳେ ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି ୫ ଜଣ ଶ୍ରମିକ । ତେବେ ୨ ଜଣ ଶ୍ରମିକ ଆହତ ହୋଇଛନ୍ତି । ନିମ୍ନମାନର କାମ ଯୋଗୁଁ ପୋଲ ଭାଙ୍ଗି ପଡିଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe