କଳାହାଣ୍ଡିରେ କଂଟେନରରୁ ଅମ୍ଳଜାନ ଗ୍ୟାସ୍ ଲିକ୍ : କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅମ୍ଳଜାନ ଲିକ୍ ସୂଚନା; ଲିକ୍ ରୋକିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ

Advertisment
କଳାହାଣ୍ଡିରେ କଂଟେନରରୁ ଅମ୍ଳଜାନ ଗ୍ୟାସ୍ ଲିକ୍ : କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅମ୍ଳଜାନ ଲିକ୍ ସୂଚନା; ଲିକ୍ ରୋକିବାକୁ ଅଗ୍ନିଶମ ବାହିନୀର ଉଦ୍ୟମ

କନକ ବ୍ୟୁରୋ : ଟ୍ରେନ ଯୋଗେ ଅମ୍ଲଜାନ ପରିବହନ ବେଳେ କଂଟେନରରୁ ଅମ୍ଲଜାନ ନିର୍ଗତ । କେସିଙ୍ଗା ରେଳଷ୍ଟେସନ ନିକଟରେ କଂଟେନରରୁ ଅମ୍ଲଜାନ ନିର୍ଗତ ସୂଚନା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପଂହଚି ଏହି ଲିକ୍ ରୋକିବାକୁ ଉଦ୍ୟମ ଜାରି ରହିଛି । ୨୦ରୁ ଅଧିକ କଂଟେନରରେ ଅମ୍ଲଜାନ ଝାରୁସୁଗୁଡାଠାରୁ ରାୟଗଡା ଅଭିମୁଖେ ଯାଉଥିବାବେଳେ କେସିଙ୍ଗା ଷ୍ଟେସନ ନିକଟରେ ଲିକ ବିଷୟ ଜଣାପଡିଥିଲା । ଝାରୁସୁଗୁଡାରୁ ଏକ ଟିମ୍ କେସିଙ୍ଗା ଆସୁଥିବା ରେଳବାଇ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe