ଶ୍ରୀମନ୍ଦିର ଦୁଆର ରୂପା ଛାଉଣି ପ୍ରସଙ୍ଗରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ : ରୂପା ଦ୍ୱାରର ଡିଜାଇନ ନେଇ ହେବ ଚୂଡାନ୍ତ ନିଷ୍ପତ୍ତି 

37

କନକ ବ୍ୟୁରୋ : ଶ୍ରୀମନ୍ଦିର ଦୁଆର ରୂପା ଛାଉଣୀ ପ୍ରସଙ୍ଗ । ଆଜି ବସିବ  ବୈଠକ ।  ରୂପା ଦ୍ୱାରର ଡିଜାଇନର ହେବ ନିଷ୍ପତ୍ତି ।  ଉକ୍ରଳୀୟ କଳାଶୈଳୀରେ ଆଧାରରେ ହେବ ଡିଜାଇନ ପ୍ରସ୍ତୁତ । ଦିଆଯାଇଥିବା  ପ୍ରସ୍ତାବ ଉପରେ ହେବ ଆଲୋଚନା । ଡିଜାଇନଙ୍କୁ ନେଇ ହେବ ବୈଠକ । ପ୍ରଥମେ ପରୀକ୍ଷଣ ଭାବରେ ସାତପାହଚ ଦୁଆରରେ କରାଯିବ ରୂପା ଛାଉଣୀ । ଏହାପରେ ମହାଲକ୍ଷୀ, ବିମଳା, ନୃସିଂହ ମନ୍ଦିରର  ଦୁଆର କରାଯିବ ରୂପା ଛାଉଣୀ । ବର୍ମାଟିକ କାଠରେ ନିର୍ମାଣ ହେୂ ଚାରି ଇଂଚ ମୋଟେଇର ଦୁଆର । ପରବର୍ତ୍ତୀ ସମୟରେ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେରହଣ ଦୁଆରକୁ  କରାଯିବ ରୂପା ଛାଉଣୀ ।