କନକ ବ୍ୟୁରୋ : ଆଜି ଗୋଟିଏ ଦିନରେ ବସିବ କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ ବୈଠକ । ଭିଡିଓ କନଫରେନ୍ସି ଜରିଆରେ ସନ୍ଧ୍ୟା ୫ଟା ୪୫ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଗୋଟିଏ ପ୍ରସ୍ତାବ ଆସିବ ବୋଲି ଜଣାପଡିଛି । କୃଷି ଓ ଐତିହ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ।
କୋଭିଡ ମହାମାରୀ ବିରୋଧରେ ରାଜ୍ୟ ସରକାର ସଂଗ୍ରାମ ଜାରି ରଖିଥିବା ବେଳେ କୃଷିକ୍ଷେତ୍ରକୁ ଅଗ୍ରାଧିକାର ଦେଇ କ୍ୟାବିନେଟ ବୈଠକରେ କିଛି ନିଷ୍ପତି ନିଆଯାଇପାରେ । ମୁଖ୍ୟମନ୍ତ୍ରୀଙ୍କ ପଂଚମ ପାଳିର ଏହା ପ୍ରଥମ କୃଷି କ୍ୟାବିନେଟ ବୈଠକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/24-11.jpg)