ଗଣତନ୍ତ୍ର ଦିବସରେ ଗ୍ରେନେଡ ବିସ୍ଫୋରଣ: ଆସାମର ୨ଟି ଜିଲ୍ଲାରେ ବଡ ଧରଣର ବିସ୍ଫୋରଣ । ପୋଲିସର କରୁଛି ଛାନଭିନ

Advertisment
ଗଣତନ୍ତ୍ର ଦିବସରେ ଗ୍ରେନେଡ ବିସ୍ଫୋରଣ: ଆସାମର ୨ଟି ଜିଲ୍ଲାରେ ବଡ ଧରଣର ବିସ୍ଫୋରଣ । ପୋଲିସର କରୁଛି ଛାନଭିନ

କନକ ବ୍ୟୁରୋ: ଗଣତନ୍ତ୍ର ଦିବସରେ ଗ୍ରେନେଡ ବିସ୍ଫୋରଣ । ସାଧାରଣତନ୍ତ୍ର ଦିବସର ସକାଳେ ସକାଳେ ଆସାମରେ ହେଲା ବଡ ବିସ୍ଫୋରଣ । ଆସାମର ୨ଟି ଜିଲ୍ଲାରେ ୩ଟି ବିସ୍ଫୋରଣ ହୋଇଛି । ଦେବ୍ରିଗଡରେ ୩ଟି ଗ୍ରେନେଡ ବିସ୍ଫୋରଣ ଏବଂ ଚରାଇବେଦରେ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ।

ତେବେ ସାରା ଦେଶ ଯେତେବେଳେ ଗଣତନ୍ତ୍ର ଦିବସ ପାଳନ କରିବାରେ ବ୍ୟସ୍ତ ରହିଥିଲା ଠିକ ସେତିକି ବେଳେ ଆସାମରୁ ଆସିଲା ଏଭଳି ଖବର । ଦେବ୍ରିଗଡର ଏନଏଚ ୩୭ ଗ୍ରାହମ ବଜାର ନିକଟରେ ଏହି ବିସ୍ଫୋରଣ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ଛାନଭିନ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe