କନକ ବ୍ୟୁରୋ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଭୂକମ୍ପ ଅନୁଭୂତ । ଆସାମ, ମେଘାଳୟ, ମିଜୋରାମ୍, ମଣିପୁର, ନାଗାଲାଣ୍ଡରେ ଭୂମିକମ୍ପର ଝଟକା । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ମଣିପୁରରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଥିବା ସୂଚନା ମିଳିଛି ।
ଭୂମିକମ୍ପ ଝଟକାରେ ଥରିଲା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ । କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ।
/kanak/media/post_attachments/wp-content/uploads/2020/02/ba960e8c88fbcb6b70dc1444d3df6891_XL.jpg)