ଗୀତରେ ଗୀତରେ ପାଚିକାଙ୍କ ପ୍ରତିବାଦ: ଗୀତ ଗାଇ ନିଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ

Advertisment
ଗୀତରେ ଗୀତରେ ପାଚିକାଙ୍କ ପ୍ରତିବାଦ: ଗୀତ ଗାଇ ନିଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ

କନକ ବ୍ୟୁରୋ: ତିନି ଦିନ ହେଲା ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ଶହ ଶହ ପାଚିକା ସଂଘ ମହିଳା । ଦାବି ପୂରଣ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପାଚିକା ସଂଘ । ଧାରଣାସ୍ଥଳରୁ ଗୀତରେ ଗୀତରେ ସରକାରଙ୍କୁ କଟାକ୍ଷ କରିଛନ୍ତି । ଗୀତ ମାଧ୍ୟରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିବାଦକାରୀ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି ପାଚିକା ସଂଘ । ୧୪ ଶହ ଟଙ୍କାରେ ପରିବାର କିପରି ଚଳିବ ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe