ଦୁର୍ଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ : ଦୀର୍ଘ ଦିନର ପରମ୍ପରା ନଭାଙ୍ଗିବାକୁ ହାଇକୋର୍ଟରେ ଆବେଦନ କଲା କଟକ ବାଲୁବଜାର ପୂଜା କମିଟି; କୋଭିଡ ନିୟମ ମାନି ପୁଜା କରିବା ପାଇଁ ଅନୁମତି ଦେବାକୁ ନିବେଦନ

ଦୁର୍ଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ : ଦୀର୍ଘ ଦିନର ପରମ୍ପରା ନଭାଙ୍ଗିବାକୁ ହାଇକୋର୍ଟରେ ଆବେଦନ କଲା କଟକ ବାଲୁବଜାର ପୂଜା କମିଟି; କୋଭିଡ ନିୟମ ମାନି ପୁଜା କରିବା ପାଇଁ ଅନୁମତି ଦେବାକୁ ନିବେଦନ

କନକ ବ୍ୟୁରୋ : ଦୂଗାପୂଜା ଅନୁମତି ପାଇଁ ହାଇକୋର୍ଟରେ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି । କୋଭିଡ଼ ନିୟମ ପାଳନ କରି ପୂଜା କରିବେ । ଦୀର୍ଘ ଦିନର ପରମ୍ପରା ନ ଭାଙ୍ଗିବାକୁ ପୂଜା କମିଟି ପକ୍ଷରୁ ଆବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଗଣେଶ ପୂଜା ବି ବନ୍ଦ ରହିଥିଲା । ଆଗୁ ଦୁର୍ଗାପୂଜା ଆସୁଥିବାରୁ କୋଭିଡ ନିୟମ ମାନି ପୂଜା କରିବାକୁ ଅନୁମତି ଦେବାକୁ କୋର୍ଟକୁ ନିବେଦନ କରିଛନ୍ତି ପୂଜା କମିଟି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe