ସଂସଦର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ। 

ସଂସଦର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ। 

କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ସୋମବାର ବସିଛି ସର୍ବଦଳୀୟ ବୈଠକ । ୨୭ଦଳର ୩୯ଜଣ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ । କିଭଳି ଅଧିବେଶନର ସୁରଖୁରେ ଚଳାଯିବ ନେଇ ବୈଠକରେ ଚର୍ଚ୍ଚା କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ  କହିଛନ୍ତି ଯେ, ଅଧିବେଶନରେ ସବୁ ପ୍ରକାର ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ସରକାର ପ୍ରସ୍ତୁତ । ବୈଠକରେ କଂଗ୍ରେସ ଅନୁସ୍ଥିତ ରହିଥିଲା । ୩୧ ତାରିଖରୁ ବସୁଛି ସଂସଦର ବଜେଟ ଅଧିବେଶନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe