କନକ ବ୍ୟୁରୋ: ସଂସଦର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ସୋମବାର ବସିଛି ସର୍ବଦଳୀୟ ବୈଠକ । ୨୭ଦଳର ୩୯ଜଣ ମନ୍ତ୍ରୀ ବୈଠକରେ ଯୋଗ ଦେଇଥିଲେ । କିଭଳି ଅଧିବେଶନର ସୁରଖୁରେ ଚଳାଯିବ ନେଇ ବୈଠକରେ ଚର୍ଚ୍ଚା କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ଅଧିବେଶନରେ ସବୁ ପ୍ରକାର ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ସରକାର ପ୍ରସ୍ତୁତ । ବୈଠକରେ କଂଗ୍ରେସ ଅନୁସ୍ଥିତ ରହିଥିଲା । ୩୧ ତାରିଖରୁ ବସୁଛି ସଂସଦର ବଜେଟ ଅଧିବେଶନ ।
ସଂସଦର ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ।
/kanak/media/post_attachments/wp-content/uploads/2023/01/Parliament-2.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)