ଟାଇଗର ହେବେ ଅମ୍ଲାନ । କିନ୍ତୁ ରିଅଲ ଲାଇଫ ନୁହେଁ , ରିଲ ଲାଇଫରେ । ଏମ୍ଆର୍ ମୁଭିଜର ପ୍ରଥମ ଫିଲ୍ମ ଟାଇଗରର ମୁଖ୍ୟ ଭୁମିକାରେ ମାନେ ଟାଇଗର ଭୂମିକାରେ ନଜର ଆସିବେ ବଲିଉଡ୍ ହଙ୍ଗ ଅମ୍ଳାନ୍ ଦାସ୍ । ମୁଭିର ଅନ୍ୟାନ୍ୟ ଭୁମିକାରେ ଅଛନ୍ତି ଦୀପିକା, ବିଜୟ ମହାନ୍ତି ଓ ମୀନକେତନ । ତେବେ ଖୁବ୍ ଶୀଘ୍ର ବିଗ୍ ସ୍କ୍ରିନ୍କୁ ଆସୁଛି ଏସ୍ ଦିଲୀପ ପଣ୍ଡାଙ୍କ ନିଦେ୍ର୍ଦଶିତ ଓଡିଆ ମୁଭି ଟାଇଗର୍ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us