କନକ ବ୍ୟୁରୋ : ସୁଟିଂ ବେଳେ ଅମିତାଭ ବଚ୍ଚନ ଆହତ । ହାଇଦ୍ରାବାଦରେ ସୁଟିଂ ବେଳେ ବିଗ-ବି ଆହତ ହୋଇଛନ୍ତି । ‘ପ୍ରୋଜେକ୍ଟ-କେ’ର ସୁଟିଂ ବେଳେ ଗୋଡରେ ଆଘାତ ଲାଗିଛି । ସୁଟିଂ ବନ୍ଦ କରି ହାଇଦ୍ରାବାଦରୁ ବିଗ୍-ବି ମୁମ୍ବାଇ ଫେରିଥିବା ଜଣାପଡିଛି । ଆହତ ହୋଇଥିବା ନେଇ ନିଜ ବ୍ଲଗରେ ଅମିତାଭ ବଚ୍ଚନ ସୂଚନା ଦେଇଛନ୍ତି ।

Advertisment