ମେଣ୍ଟ ସମ୍ପର୍କରେ ଅମିତ ଶାହାଙ୍କ ବଡ ବୟାନ: କହିଲେ, ପରିଣାମ ଯାହା ବି ହେଉ ବିଜେପି ଭଲ କରିବ

ମେଣ୍ଟ ସମ୍ପର୍କରେ ଅମିତ ଶାହାଙ୍କ ବଡ ବୟାନ: କହିଲେ, ପରିଣାମ ଯାହା ବି ହେଉ ବିଜେପି ଭଲ କରିବ

କନକ ବ୍ୟୁରୋ: ମେଣ୍ଟ ସମ୍ପର୍କରେ ବଡ ବୟାନ ରଖିଲେ ଅମିତ ଶାହା । କହିଲେ, ମେଣ୍ଟ ସମ୍ପର୍କରେ ବର୍ତ୍ତମାନ କହିପାରିବିନି । ରାଷ୍ଟ୍ରିୟ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇ ନାହାନ୍ତି । ଓଡିଶାରେ ଆଗକୁ କେମିତି ବଢିବୁ ନିଷ୍ପତ୍ତି ହୋଇନି । ପରିଣାମ ଯାହା ବି ହେଉ ବିଜେପି ଭଲ କରିବ । ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ ହେବ । ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଅମିତ ଶାହାଙ୍କ ଏମିତି ବୟାନ ରାଜ୍ୟ ରାଜନୀତିକୁ ଆହୁରି ସରଗରମ କରିଛି । ଏବେ ବି ମେଣ୍ଟ ଦ୍ୱନ୍ଦ୍ୱ ଭିତରେ ରହିଛନ୍ତି ରାଜ୍ୟବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe