ମୋଦିଙ୍କ ଦ୍ୱିତୀୟ ପାଳି । ଶାହାଙ୍କୁ ମିଳିପାରେ ଅର୍ଥମନ୍ତ୍ରାଳୟ ଦାୟିତ୍ୱ?

137

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ବିଜେପି ସଭାପତି ଅମିତ ଶାହା ଏଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କୁ ଅର୍ଥ ମନ୍ତ୍ରାଳୟ ପରି ଏକ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦିଆଯିବାର ସମ୍ଭାବନା ରହିଛି । ମନ୍ତ୍ରୀ ହେବା ପରେ ସେ ବିଜେପି ଅଧ୍ୟକ୍ଷ ପଦ ଛାଡିବାର ସମ୍ଭାବନା ରହିଛି ।

ସେହିପରି ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ବିଜେପି ନେତା ଯଶଓ୍ଵନ୍ତ ସିଂ ଓ ଯଶଓ୍ଵନ୍ତ ସିହ୍ନା ଅର୍ଥମନ୍ତ୍ରୀ ଥିଲେ । ସେହିପରି ମୋଦିଙ୍କ ପ୍ରଥମ କାର୍ଯ୍ୟାଳରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ ।