କନକ ବ୍ୟୁରୋ : ଭୁୁବନେଶ୍ୱରରେ ପହଂଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଅମିତଙ୍କ ଓଡିଶା ଗସ୍ତ ନେଇ ଚଳଚଂଚଳ ରାଜ୍ୟ ବିଜେପି । ପୁରୀରେ ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠରେ ମାଆ ବିମଳମ୍ବାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ହୋଇଛି । ଏହି କାର୍ଯ୍ୟକ୍ରମ ପାଇଁ ସେ ନିମନ୍ତ୍ରିତ ହୋଇଛନ୍ତି ।
ଭୁୁବନେଶ୍ୱରରେ ପହଂଚିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ
/kanak/media/post_attachments/wp-content/uploads/2017/01/2-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)