ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ

ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ

source-dnaindia.com

ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ। ତାଜା ଖବର ଅନୁସାରେ ୟଶରାଜ ମୁଭିଜର ଆଗାମୀ ପ୍ରୋଜେକ୍ଟରେ ଏକାଠି ଅଭିନୟ କରିବେ ଆମୀର ଖାନ ଓ ଦିପିକା ପାଦୁକୋନ। ଫିଲ୍ମର ଟାଇଟେଲ ରହିଛି ଥଗ୍। ଧୂମ ଥ୍ରୀର ନିର୍ଦେଶକ ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ଏହାର ନିର୍ଦେଶନା ଦେବେ । ତେବେ ଦୀପିକାଙ୍କ ବିପକ୍ଷରେ ହ୍ରିତିକ ରୋଶନଙ୍କ ସାଇନ କରାଯିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଏବେ କିନ୍ତୁ ଦୀପିକାଙ୍କ ନାୟକ ହେବେ ଆମୀର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe