ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ। ତାଜା ଖବର ଅନୁସାରେ ୟଶରାଜ ମୁଭିଜର ଆଗାମୀ ପ୍ରୋଜେକ୍ଟରେ ଏକାଠି ଅଭିନୟ କରିବେ ଆମୀର ଖାନ ଓ ଦିପିକା ପାଦୁକୋନ। ଫିଲ୍ମର ଟାଇଟେଲ ରହିଛି ଥଗ୍। ଧୂମ ଥ୍ରୀର ନିର୍ଦେଶକ ବିଜୟ କ୍ରିଷ୍ଣା ଆଚାର୍ଯ୍ୟ ଏହାର ନିର୍ଦେଶନା ଦେବେ । ତେବେ ଦୀପିକାଙ୍କ ବିପକ୍ଷରେ ହ୍ରିତିକ ରୋଶନଙ୍କ ସାଇନ କରାଯିବା ନେଇ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା। ଏବେ କିନ୍ତୁ ଦୀପିକାଙ୍କ ନାୟକ ହେବେ ଆମୀର ।
ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ପିକେ ବୟ ଓ ଦିପିକାଙ୍କ ରୋମାନ୍ସ
/kanak/media/post_attachments/wp-content/uploads/2016/08/491679-aamir-khan-deepika-padukone.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)