ହେଡଫୋନ-ସ୍ପୀକରରେ ମିଳୁଛି ୬୦ ପ୍ରତିଶତ ରିହାତି : ଆସନ୍ତୁ ଜାଣିବା କେଉଁଠି?

55

ଯଦି ଆପଣ ନୂଆ ଅଡିଓ ସାମଗ୍ରୀ କିଣିବା ପାଇଁ ଭାବୁଛନ୍ତି ଓ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ମନ ହେଉନି, ତେବେ ଆମାଜନରେ ୬୦ ପ୍ରତିଶତ ରିହାତିର ଫାଇଦା ଉଠାଇପାରିବେ । ଆମାଜନରେ ଏକ ସେଲ ଚାଲୁଛି, ଯେଉଁଠି ସ୍ପୀକର ଓ ହେଡଫୋନ ରିହାତିରେ ମିଳୁଛି । ସେଲ ସମୟରେ ‘ଆମାଜନ ପେ’ର ବ୍ୟବହାର କଲେ କମ୍ପାନୀ କ୍ୟାସବେକ ଦେଉଛି । ଏଠାରେ ଜାଣନ୍ତୁ କିଛି ଅଫର ବିଷୟରେ ।

boAt BassHeads 225 : ଏହାକୁ ୪୦୦ ଟଙ୍କାର ରିହାତି ପରେ ୫୯୯ ଟଙ୍କାରେ କିଣି ପାରିବେ । ଏହାର ବାସ୍ତବିକ ମୂଲ୍ୟ ୯୯୯ ଟଙ୍କା ।

Sony MDR-ZX110A: ଏହି ଅଡିଓ ସାମଗ୍ରୀ ଉପରେ ୫୭ ପ୍ରତିଶତ ରିହାତି ଦିଆଯାଉଛି । ରିହାତି ପରେ ୧,୩୯୦ ଟଙ୍କାର ହେଡଫୋନକୁ ଆପଣ ୫୯୯ ଟଙ୍କାରେ କିଣି ପାରିବେ । ଏହା ଉପରେ ୧ ବର୍ଷର ଗ୍ୟାରେଂଟି ବି ମିଳିବ ।

JBL C100SI: ଏହି ସାମଗ୍ରୀକୁ ଗ୍ରାହକ ୫୦୦ ଟଙ୍କାର ରିହାତି ପରେ ୭୯୯ ଟଙ୍କାରେ କିଣିପାରିବେ । ୱେବସାଇଟରେ ଏହାର ପ୍ରକୃତ ମୂଲ୍ୟ ୧,୨୯୯ ଟଙ୍କା ରହିଛି ।

JBL GO ପୋର୍ଟେବଲ ୱାୟରଲେସ ବ୍ଲୁଟୁଥ ସ୍ପୀକର : ୨,୬୯୯ ଟଙ୍କା ମୂଲ୍ୟର ଏହି ସ୍ପୀକରକୁ ୧,୭୯୯ ଟଙ୍କାରେ କିଣାଯାଇପାରିବ । ଏଥିରେ ୯୦୦ ଟଙ୍କାର ରିହାତି ମିଳୁଛି ।

Boat BassHeads 900: ଏହାକୁ ୨,୪୯୦ ଟଙ୍କା ପରିବର୍ତ୍ତେ ୮୯୯ ଟଙ୍କାରେ କିଣିପାରିବେ । ଗ୍ରାହକଙ୍କୁ ଏଥିରେ ୧,୫୯୧ ଟଙ୍କା ରିହାତି ମିଳିବ ।

ହାଉସ ଅଫ ମାର୍ଲେ ସ୍ମାଇଲ ଜାମାଇକା EM-JE041-SB: ଗ୍ରାହକ ଏହି ଇୟରଫୋନକୁ ୧,୦୨୧ ଟଙ୍କା ରିହାତି ପରେ ୯୬୯ ଟଙ୍କାରେ କିଣି ପାରିବେ । ଏହାର ପ୍ରକୃତ ମୂଲ୍ୟ ୧,୯୯୯ ଟଙ୍କା ।

Mivi Thunder Beats ୱାୟରଲେସ ବ୍ଲୁଟୁଥ ଇୟରଫୋନ : ଏହି ଇୟରଫୋନକୁ ୪୦ ପ୍ରତିଶତ ରିହାତି ପରେ ୨,୯୯୯ ଟଙ୍କାରେ କିଣି ପାରିବେ । ୱେବସାଇଟରେ ଏହାର ବାସ୍ତବିକ ମୂଲ୍ୟ ୪,୯୯୯ ଟଙ୍କା ।

The Boat Ston 1000 ବ୍ଲୁଟୁଥ ସ୍ପୀକର: ଏହି ସ୍ପୀକରକୁ ଗ୍ରାହକ ୬୦ ପ୍ରତିଶତ ରିହାତି ପରେ ୨,୭୩୫ ଟଙ୍କାରେ କିଣିପାରିବେ । ଏହାର ପ୍ରକୃତ ମୂଲ୍ୟ ୬,୯୯୦ ଟଙ୍କା ।