ଦେଶର ଅଗ୍ରଣୀ ଅନଲାଇନ୍ ସଂସ୍ଥା ଆମାଜନ୍ ଫ୍ୟାଶନ୍ ପକ୍ଷରୁ ଚଳିତ ବର୍ଷର ସର୍ବ ବୃହତ୍ ଫେଶନ୍ ସେଲର ଶୁଭାରମ୍ଭ କରାଯାଇଛି । ଏହା ୨୦୧୮ ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଠାରେ ଲକ୍ଷ ପ୍ରକାର ମହିଳା, ପୁରୁଷ ତଥା ଛୋଟପିଲାଙ୍କ ଷ୍ଟାଇଲ୍ ମହଜୁଦ୍ ରହିଛି । ଏହାର ମୂଲ୍ୟ ୨୯୯ ଟଙ୍କାରୁ ଆରମ୍ଭ ହେଉଛି । କ୍ଲାସିକ୍ ଟ୍ରେଣ୍ଡି ୱେର, ଜ୍ୟାକେଟ୍, ହୁଡିସ୍, ନିଟ୍ ୱେର, ଆଦିର ମୂଲ୍ୟ ୨୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହି ଅବସରରେ ୪୦%ରୁ ୭୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେବ ।
ବେନଟନ୍, ଆଲେନ ସୋଲି, ୟୁଏସ୍ ପୋଲୋ, ମାର୍କସ୍ ଆଣ୍ଡ ସ୍ପେନସର, ମଣ୍ଟ କାର୍ଲୋ, ଡ୍ୟୁକ୍, ଫୋର୍ଟ କୋଲିନ୍ସ୍, ଲେଭିସ୍, ଆଦି ଅନେକ ବ୍ରାଣ୍ଡର ଫେଶନ ସାମଗ୍ରୀ ମହଜୁଦ୍ ରହିଛି। ପ୍ରଥମ ଥର ପାଇଁ ହାଉସ୍ ଆଣ୍ଡ ସିଲ୍ଡ ତଥା ସିମ୍ବଲକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ କ୍ୟୁବ, ଡବ୍ଲ୍ୟୁ, ବିବା, ଅରେଲିଆର ଥର୍ମାଲ୍ କୁର୍ତ୍ତା ଏଠାରେ ମହଜୁଦ୍ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/amazon.jpg)
/kanak/media/post_attachments/wp-content/uploads/2018/11/NEW-winter-wear-fest-PC-7_V522242794_._V522239540_.jpg)