ରାଜଧାନୀରେ ଅମାନିଆ ବାର ସିଲ : ଇନଫୋସିଟି ଅଂଚଳରେ ବାରକୁ ସିଲ କଲା ପୁଲିସ, କୋଭିଡ କଟକଣା ଭାଙ୍ଗି ଚାଲିଥିଲା ଜନ୍ମଦିନ ପାଳନ; କାଲି ବି ସିଲ ହୋଇଥିଲା କୋଚିଂ ସେଂଟର

Advertisment
ରାଜଧାନୀରେ ଅମାନିଆ ବାର ସିଲ : ଇନଫୋସିଟି ଅଂଚଳରେ ବାରକୁ ସିଲ କଲା ପୁଲିସ, କୋଭିଡ କଟକଣା ଭାଙ୍ଗି ଚାଲିଥିଲା ଜନ୍ମଦିନ ପାଳନ; କାଲି ବି ସିଲ ହୋଇଥିଲା କୋଚିଂ ସେଂଟର

କନକ ବ୍ୟୁରୋ : ରାଜଧାନୀରେ ସିଲ୍ ହେଲା ଅମାନିଆ ବାର୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ସିଲ୍ ହେଲା ବାର୍ । ଇନଫୋସିଟି ଅଂଚଳରେ ରହିଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି । ସୂଚନା ଅନୁସାରେ, ବାରରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା ।

publive-image

ତେବେ ଏଥିରେ କେହି କରୋନା କଟକଣାକୁ ପାଳନ କରୁନଥିବା ଅଭିଯୋଗ ଆସିବା ମାତ୍ରେ ଚଢାଉ କରିଥିଲା ପୋଲିସ । ଚଢାଉ ପରେ ବାର୍ ଟିକୁ ସିଲ୍ କରାଯାଇଥିବା କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe