କନକ ବ୍ୟୁରୋ: ‘ହନୁମାନ’ଙ୍କ ଭରସାରେ ଅମଲା । ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଅମଲାଙ୍କ ନିଆରା ପ୍ରତିବାଦ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହନୁମାନ ଚାଳିଶା ଜପ କରି ପ୍ରତିବାଦ କରିଛନ୍ତି ଅମଲା । ଧାରଣା ସ୍ଥଳରେ ହନୁମାନ ଚାଳିଶା ଗାଇଛନ୍ତି ପ୍ରତିବାଦକାରୀ । ଦୀର୍ଘ ୧୭ ଦିନ ହେଲା ଧାରଣାରେ ବସିଥିଲେ ବି ସରକାର ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିଛି ଅମଲା ସଂଘ । ବିଭିନ୍ନ ଦାବି ନେଇ ୧୭ଦିନ ହେଲା ଧାରଣାରେ ବସିଛନ୍ତି କର୍ମଚାରୀ ।
‘ହନୁମାନ’ ଭରସାରେ ଅମଲା । ବ୍ରହ୍ମପୁରରେ ଅମଲାଙ୍କ ନିଆରା ପ୍ରତିବାଦ
/kanak/media/post_attachments/wp-content/uploads/2023/06/vlcsnap-2023-06-17-21h20m07s122.jpg)